Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

କଟକରେ ପ୍ରଥମ ଥର ଲାଗି ଖୋଲିଲା CNG filing Station

9/06/2018 at 11:57 PM

କଟକରେ ପ୍ରଥମ ଥର ଲାଗି ଖୋଲିଲା CNG filing Station…ସିଡିଏ ସେକ୍ଟର ୧ ସ୍ଥିତ ଥିବା ବିଶାଲ ଫଲିଂ ଷ୍ଟେସନରେ ଏହି ସିଏନଜି ଗ୍ୟାସ ଭାର୍ତ୍ତି ଷ୍ଟେସନକୁ ଉଦଘାଟନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ପରେ ମନ୍ତ୍ରୀ ଏକ CNG ଅଟୋ ରାଲିରେ କଟକର ବିଭିନ୍ନ ସ୍ଥାନ ବୁଲିବା ପରେ ବିରବାଟୀ ସ୍ଥିତ ଆଉ ଏକ CNG ଷ୍ଟସନକୁ ଉଦଘାଟନ କରିଛନ୍ତି।

Leave a Reply

   Related Posts