କଟକରେ ଜଳାଶୟ ଉପରେ ମାଫିଆଙ୍କ ଆଖି
16/04/2018 at 10:26 PM

ଜଳାଶୟକୁ ପୋତିବା ବେଆଇନ ହୋଇଥିଲେ ମଧ୍ୟ କଟକରେ ଏସବୁକିଛି ବେଶ ବେଧଡକ୍ ଢଙ୍ଗରେ ଚାଲିଛି……ଚିନ୍ତାର ବିସୟ ହେଲା ଏଭଳି କାମରେ କଟକ ମହାନଗର ନିଗମର ଏକ ବିଶେଷ ଭୁମିକା ରହିଛି……ସହରର ବିଭିନ୍ନ ଆବର୍ଜନାକୁ କାଠଗଡାସାହି ଜଳାଶୟରେ ପକାଇ ତାକୁ ପୋତିବାଲାଗି ସି ଏମ୍ ସି ର କିଛି ଅସାଧୁ କର୍ମଚାରୀ ଭରପୁର ପ୍ରୟାସ ଆରମ୍ଭ କରିଦେଇଛନ୍ତି
। କେବଳ ସି ଏମ୍ ସି ନୁହେଁ , ଜାଇକା କର୍ତ୍ତୃପକ୍ଷବି ଏଭଳି ବେଆଇନ କାମରେ ହାତ ମିଳାଇଥିବାର ସଙ୍ଗିନ ଅଭିଯୋଗ ହୋଇଛି ।
Related Posts
କିଶୋର ଜେନାଙ୍କୁ ଦେଢ଼ କୋଟି ପୁରସ୍କାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
4 October 2023