କଟକରେ ଉଦ୍ଦଯାପିତ ହୋଇଛି ରାଜ୍ୟସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା
1/06/2018 at 10:35 PM

କଟକରେ ସରିଛି ରାଜ୍ୟସ୍ତରୀୟ ଜନଜାତି କ୍ରୀଡା ପ୍ରତିଯ।ଗିତା। ଉୋଦ୍ଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ। ଜନଜାତି କ୍ରୀଡା ପ୍ରତିଭାମାନଙ୍କ ବିକାଶରେ ଏପ୍ରକାର ଉଦ୍ୟମ ଆଗକୁ ଜାରି ରହିବ ବୋଲି କହିଛନ୍ତି। ଆଦିବାସୀ ପିଲାମାନଙ୍କର ପ୍ରତିଭାର ବିକାଶ ପାଇଁ ଯାହା ଯାହା ସରକାରୀ ସାହାଯ୍ୟ ସହଯୋଗ ଦରକାର ସେସବୁ ଯୋଗାଇ ଦିଆଯିବ ବୋଲି ଏହି ଅବସରରେ ରାଜ୍ୟ କ୍ରୀଡା ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ତେବେ ଏହି ରାଜ୍ୟସ୍ତରୀୟ କ୍ରୀଡା ମହାକୁମ୍ଭରେ ମୋଟ ୧୪୬୨ ଜଣ ଜନଜାତି କ୍ରୀଡା ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଛି।