ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଓସିଏଲ ଜମି ଅଧିଗ୍ରହଣକୁ ବିରୋଧ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ୨ହଜାର ଲୋକ

21/10/2022 at 9:48 PM

ସୁନ୍ଦରଗଡ଼ ୨୧/୧୦: ସୁନ୍ଦରଗଡ଼ ଓସିଏଲ ଜମି ଅଧିଗ୍ରହଣକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି ୨ହଜାରରୁ ହଜାରରୁ ଅଧିକ ଗାଁ ଲୋକ। କିନ୍ତୁ ଆନ୍ଦୋଳନ କରୁଥିବା ଏହି ଗାଁ ଲୋକମାନଙ୍କୁ ଜିଲ୍ଲାପାଳ ଭେଟିଲେନି। ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଅପେକ୍ଷା କରି ୭ ଘଣ୍ଟାରୁ ଅଧିକ ସମୟ ଧରି ଲୋକମାନେ ଧାରଣା ଦେଇଥିଲେ। ରାଜଗାଙ୍ଗପୁରର ୫ଟି ପଞ୍ଚାୟତର ଗାଁ ଲୋକମାନେ ଚଳିତମାସ ୧୮ ତାରିଖରୁ କାଂଶବାହଲଠାରୁ ପଦଯାତ୍ରାରେ ବାହାରି ଆଜି ସୁନ୍ଦରଗଡ଼ ସଦର ମହକୁମାରେ ପହଞ୍ଚିଥିଲେ। ଜିଲ୍ଲାପାଳ  ଆନ୍ଦୋଳନ କାରୀଙ୍କୁ ନଭେଟିଲେ ରାତିସାରା ରାସ୍ତାରେ ବସିରହିବେ ବୋଲି  ଆନ୍ଦୋଳନ କାରି କହିଛନ୍ତି।

   Related Posts