ଓଡିଶା IAS ସଂଘ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ
29/05/2018 at 10:43 PM

ଓଡିଶା IAS ସଂଘ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ । ଗତକାଲି ଏକ କାର୍ଯ୍ୟକ୍ରମରେ ବରିଷ୍ଠ ଆଇଏଏସ୍ ଅଫିସର ଏ.କେ.ମୀନାଙ୍କୁ ଧର୍ମେନ୍ଦ୍ର ଆକ୍ଷେପ କରିବା ଅଭିଯୋଗରେ, ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ୍ ହୋଇଛି। ଯାହାକୁ ନେଇ ଜୋର ଧରିଛି ରାଜନୀତି । ଲେଜିସଲେଟିଭ୍ ଓ ବ୍ୟୁରୋକ୍ରାସି ପାଇଁ ଲକ୍ଷ୍ଣଣ ରେଖା କଣ, ତାକୁ ନେଇ ଆରମ୍ଭ ହୋଇଛି ବିତର୍କ ।
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023