ଓଡ଼ିଶାରରେ ଦ୍ୱିତୀୟ ବଟଲିଂ ପ୍ଲାଣ୍ଟ୍ କରିବ ବିପିସିଏଲ୍
18/05/2018 at 10:31 PM

ଓଡ଼ିଶାରରେ ଦ୍ୱିତୀୟ ବଟଲିଂ ପ୍ଲାଣ୍ଟ୍ କରିବ ବିପିସିଏଲ। ମେ ୨୧ରେ ଶିଳାନ୍ୟାସ ହେବ ରାଜ୍ୟର ଦ୍ବିତୀୟ ଏଲ୍ପିଜି ବଟଲିଙ୍ଗ୍ ପ୍ଲାଣ୍ଟ। ଶିଳାନ୍ୟାସ କରିବେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବଲାଙ୍ଗିର ଜିଲ୍ଲାର ବରକାନି ଗାଁରେ ହେବ ଶିଳାନ୍ୟାସ। ଏହି ପ୍ଲାଣ୍ଟ ଯୋଗୁଁ ପ୍ରାୟ ୭ରୁ ୮ ଲକ୍ଷ ହିତାଧିକାରୀ ଉପକୃତ ହେବେ। ୨୦୨୦ ସୁଦ୍ଧାକାମ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ୧୦୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ପ୍ଲାଣ୍ଟ। ଇଡକୋର ୨୩ ଏକର ଜାଗାରେ କରାଯିବ ଏହି ପ୍ଲାଣ୍ଟ। ପ୍ରେସମିଟ୍ରେ ବିପିସିଏଲ୍ ପକ୍ଷରୁ ସୂଚନା।
Related Posts
ବିନା ଖାଦ୍ୟରେ ୫୦ ବର୍ଷ, ପାଣି-କୋଲଡ୍ରିଙ୍କ୍ସରେ ବଞ୍ଚିଛି ମହିଳାଙ୍କ ଜୀବନ
4 December 2023
ଜେଲ୍ରୁ ମୁକୁଳିବେ ଅର୍ଚ୍ଚନା ନାଗ ! ଇଡି ମାମଲାରେ ମିଳିଲା ଜାମିନ
4 December 2023
ଭୀମଭୋଇ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, କାରଣ ଖୋଜୁଛି ପୋଲିସ
4 December 2023