ଏ ହେଉଛନ୍ତି ଇଣ୍ଡିଆର ଟପ୍-୧୦ ପପୁଲାର ଅଭିନେତ୍ରୀ, ପ୍ରଥମ ସ୍ଥାନରେ ସାଉଥର ନାୟିକା
22/03/2023 at 2:34 PM

ମୁମ୍ଵାଇ ୨୨।୦୩: ଗତ କିଛି ବର୍ଷ ପରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। କେବଳ ହିରୋ ନୁହେଁ ହିରୋଇନ୍ମାନଙ୍କୁ ମଧ୍ୟ ଗୁରୁତ୍ଵ ପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳୁଛି। ଏମିତିରେ ଅଭିନେତ୍ରୀଙ୍କ ଫ୍ୟାନ୍ ଫଲୋଇଂ ବଢିବାରେ ଲାଗିଛି। ଏହାରି ମଧ୍ୟରେ ଅରମ୍ୟାକ୍ସ ମିଡିଆ ତରଫରୁ ଫେବୃୟାରୀର ମୋଷ୍ଟ ପପୁଲାର ଅଭିନେତ୍ରୀର ଲିଷ୍ଟ ସାମ୍ନାକୁ ଆସିଛି । ଏହି ଲିଷ୍ଟରେ ମୋଟ୍ ୧୦ଟି ନାମ ସାମିଲ୍ ହୋଇଛି । ଯେଉଥିରେ ବଲିଉଡ୍ ସହ ସାଉଥ ଅଭିନେତ୍ରୀ ନାମ ମଧ୍ୟ ସାମିଲ୍ ଅଛି। ଚାଲନ୍ତୁ ଜାଣିବା କିଏ କିଏ…
ଅରମେକ୍ସ ଲିଷ୍ଟରେ ୧୦ରୁ ୬ନାମ ସାଉଥ ଅଭିନେତ୍ରୀଙ୍କର ରହିଛି । ଆଉ ବାକି ୪ ନାମ ବଲିଉଡ୍ ସୁନ୍ଦରୀଙ୍କର ରହିଛି । କହିବାକୁ ଗଲେ ପ୍ରଥମ ନମ୍ଵରରେ ସାମନ୍ଥା। ଏହା ସହ ଯାହାକୁ ନ୍ୟାସନାଲ କ୍ରଶ କୁହାଯାଏ ରଶ୍ମିକା ୭ ନମ୍ଵରରେ ରହିଛିନ୍ତି। ଦେଖନ୍ତୁ ପୂରା ଲିଷ୍ଟ….
୧- ସାମନ୍ଥା ରୁଥ ପ୍ରଭୃ
୨-ଆଲିଆ ଭଟ୍ଟ
୩- ଦୀପିକା ପାଦୁକୋନ୍
୪-ନୟନତାରା
୫-କାଜଲ ଅଗ୍ରୱାଲ
୬-ତୃଶା
୭- ରଶ୍ମିକା ମନ୍ଦାନା
୮-କିଆରା ଆଡଭାନୀ
୯-କ୍ୟାଟ୍ରିନା କୈଫ୍
୧୦- ଅନୁଷ୍କା ଶେଟ୍ଟୀ