ଏଟିଏମ୍ ରୁ ୧୨ ଲକ୍ଷ ଟଙ୍କା ଲୁଟ
12/05/2018 at 7:04 AM

ଏଟ୍ ଏମ୍ ରୁ ୧୨ ଲକ୍ଷ ଟଙ୍କା ଲୁଟ । ଜଗତସିଂହପୁର ତିର୍ତ୍ତୋଲ ଥାନା ନିକଟ ଓଭରସିଜ୍ ଏଟିଏମ୍ ରୁ ଟଙ୍କା ଲୁଟ କରିଛନ୍ତି ଲୁଟେରା। ଗତକାଲି ବିଳମ୍ବିତ ରାତିରେ ଏଟିଏମ୍ ଭାଙ୍ଗି ୧୨ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯେ।ଗ ହେ।ଇଛି । ତିର୍ତ୍ତୋଲ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।