ଉତ୍କଳ ବିକାଶ ପରିଷଦର ବିଂଶତମ ପ୍ରତିଷ୍ଠା ଦିବସ ଓ ବିଷୁବ ମିଳନ
15/04/2018 at 12:33 AM

ଉତ୍କଳ ବିକାଶ ପରିଷଦର ବିଂଶତମ ପ୍ରତିଷ୍ଠା ଦିବସ ଓ ବିଷୁବ ମିଳନ ପାଳିତ ହୋଇଛି । ରବିନ୍ଦ୍ର ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିଲା ।