ଇମ୍ଫାକୁ ଅନୁକମ୍ପା ଅଭିଯୋଗ
5/05/2018 at 10:32 PM

ଚୌଦ୍ୱାର ପୌରପାଳିକା ଇମ୍ଫାକୁ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ । ଟିକସ ଆଦାୟ ବୃଦ୍ଧି କରିବାକୁ ନଗରଉନ୍ନୟନ ବିଭାଗ ବିଭିନ୍ନ ପୌରପାଳିକାକୁ ନିର୍ଦ୍ଦେଶ ଦେଇଥିବାବେଳେ ଚୌଦ୍ୱାରର କିଛି କାଉନସିଲର ଇମ୍ଫାର ହୋଲଡିଙ୍ଗ ଟ୍ୟାକ୍ସ କମ୍ କରିବାକୁ ଉଦ୍ୟମ କରିଛନ୍ତି । ଏହାକୁ ଟାଙ୍ଗୀ ଚୌଦ୍ୱାର ସଚେତନ ନାଗରିକ ମଞ୍ଚ ବିରୋଧ କରିଛି । ମଞ୍ଚର ଏକ ପ୍ରତିନିଧି ମଣ୍ଡଳୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରିଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି ।
Related Posts
ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି, ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
5 October 2023