ଆସନ୍ତା ୨୫ ତାରିଖରେ ସବୁ ଘରୋଇ ହସ୍ପିଟାଲ୍ ବନ୍ଦ ରହିବ
23/05/2018 at 9:11 PM

ଆସନ୍ତା ୨୫ ତାରିଖରେ ସବୁ ଘରୋଇ ହସ୍ପିଟାଲ୍ ବନ୍ଦ ରହିବ । ପାଥୋଲୋଜି, ରେଡିଓଲୋଜି, ଡେଣ୍ଟାଲ୍ ଓ ଫିଜିଓଥେରୋପି ସେଣ୍ଟରରେ ମଧ୍ୟ ରୋଗୀ ସେବା ମିଳିବନାହିଁ । ସରକାର ହସ୍ପିଟାଲ ପାଇଁ ନୂଆଁ ଲାଇସେନ୍ସ୍ ଦେଉନାହାଁନ୍ତି । ପଞ୍ଜିକରଣର ନବିକରଣବି କରୁନାହାନ୍ତି । ବାରମ୍ୱାର ଅଭିଯୋଗ ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ତେଣୁ ହସ୍ପିଟାଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଅଲ୍ ଓଡ଼ିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ୍ ଫୋରମ୍ ପକ୍ଷରୁ ସୂଚନା ଦିଆଯାଇଛି ।
Related Posts
ଗୃହରେ ସ୍ପଷ୍ଟ କଲେ ନବୀନ, କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ
3 October 2023