ଆସନ୍ତା ୧୧ ତାରିଖରେ ହେବ ବାଲୋଶ୍ୱରର ପ୍ରସିଦ୍ଧ ଜଉ କଣ୍ଢେଇ ବାହାଘର
1/05/2018 at 9:27 PM

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଉକଣ୍ଡେଇ କାଳିଜାଇ ଓ ଶିବଙ୍କର ଲଗ୍ନଧରା ନୂଆବଜାର ସ୍ଥିତ ମଙ୍ଗଳା ପିଠରେ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶହେରୁ ଉର୍ଦ୍ଧ ଲୋକ ଉପସ୍ଥିତ ରହି କନ୍ୟାକୁ ଆଶିର୍ବ।ଦ କରିଥିଲେ। ଆସନ୍ତା ୧୧ତାରିଖରେ ବିବାହ ସଂପର୍ଣ୍ଣ ହେବବୋଲି ସ୍ଥିର ହେଲା।