ଆଳୁ ବଜାରରେ ନିଆଁ
9/05/2018 at 11:18 PM

ଆଳୁ ଦର ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ସରକାରୀ ଧାର୍ଯ୍ୟଠୁ ଅଧିକ ରଖିଲେ ହେବ କାର୍ଯ୍ୟାନୁଷ୍ଠାନ। କଟକରେ ହୋଲସେଲର ରଖିପାରିବେ ୫୦୦ କ୍ବିଣ୍ଟାଲ । ଭୁବନେଶ୍ବରରେ ହୋଲସେଲର ରଖିପାରିବେ ୩୫୦ କ୍ବିଣ୍ଟାଲ। ରାଉରକେଲାରେ ହୋଲସେଲର ରଖିପାରିବେ ୩୫୦ କ୍ବିଣ୍ଟାଲ। ଅନ୍ୟ ସହରରେ ହୋଲସେଲର ରଖିପାରିବେ ୧୫୦ କ୍ବିଣ୍ଟାଲ
ମାର୍କଫେଡ୍ ଜରିଆରେ କିଣାଯିବ ଆଳୁ। ଆଳୁ କଳାବଜାରୀଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ।
Related Posts
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023