ଆନ୍ତର୍ଯ୍ୟାତିୟ ଜୁଟୁସୁ ପ୍ରତିଯୋଗିତା ପାଇଁ ଦୁଇ ଓଡ଼ିଆ ଖୋଳାଳି ମନୋନୀତ
5/06/2018 at 11:21 PM

ଆନ୍ତର୍ଯ୍ୟାତିୟ ଜୁଟୁସୁ ପ୍ରତିଯେ।ଗିତା ପାଇଁ ଭାରତୀୟ ଦଳ ରେ ସାମିଲ ହେ।ଇ ଚାମ୍ପିୟାନ ସିପ ପାଇଁ ୬ ତାରିଖ ରେ ଥାଇଲାଣ୍ଡ ଗସ୍ତ କରିବେ। ଓଡିଶା ର ଅନୁପମା ସ୍ବାଇଁ ଓ ପ୍ରିୟଦର୍ଶିନୀ ଘଟୁଆରି ଏଥିପାଇଁ ନିଜକୁ କରିଛନ୍ତି ପ୍ରସ୍ତୁତ। ଭଲ ଅଭ୍ୟାସ କରିବା ସହ ପ୍ରଥମ ଥର ପାଇଁ ଅଶଂଗ୍ରହଣ କରିଥିବା ଏହି ଦୁଇ ଖେଳାଳି ମେଡାଲ ପାଇଁ ଆଶା ରଖିଛନ୍ତି ।