vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଆଠମଲ୍ଲିକ କଲେଜ ପାଖରେ ବାଘୁଣୀ ‘ସୁନ୍ଦରୀ’

22/09/2018 at 1:42 AM

ଅନଗୁଳ୨୧/୯: ଅନଗୁଳ ଜିଲ୍ଲାରେ ହାଇଚଇ ସୃଷ୍ଟି କରି ଥିବା ବାନ୍ଧବ ଗଡର ବାଘୁଣୀ ‘ସୁନ୍ଦରୀ’ ସାତକେସିଆ ଏନକ୍ଲୋଜୋର ରୁ ବାହାରିଲା ପରେ ଜଂଗଲ ରେ ଆଉ ରହୁନାହିଁ । ସେ ଜଂଗଲ  ଅପେଖ୍ୟା ମଣିଷ ନିକଟବର୍ତ୍ତୀ ଇଲାକା ଖୋଜୁ ଥିବା ର ଅନୁମାନ କରା ଯାଉଛି । ଯେଉଁ କାରଣ ରୁ ସେ ଆଜି ଆଠମଲ୍ଲିକ କଲେଜ ନିକଟରେ ଦେଖିବାକୁ ମିଳିଛି । ଖବର ପ୍ରଚରିତ ହେବାପରେ ସାରା ଆଠମଲ୍ଲିକ ଏନଏସି ରେ କେକୁଆଭୟ ଦେଖଦେଇଛି । ଆଠମଲ୍ଲିକ ଅନଗୁଳ ରାସ୍ତା ନୂଆଗାଁଠାରେ ପେଲିସ ଓ ବନ କର୍ମଚାରୀ  ସୁନ୍ଦରୀ କୁ ଜଗି ବସି ଛନ୍ତି । ତୁରନ୍ତ ବାଘୁଣୀ ‘ସୁନ୍ଦରୀ’କୁ ଅନ୍ୟତ୍ର ନେବାକୁ ଦାବି ହେଉଛି। ନଚେତ ଲେକେ ଆନ୍ଦୋଳନ କରିବେ ବେଲି କହିଲେଣି । ଏପରିକି ବାଘୁଣୀ କୁ ମାରି ଦେଇପା ରନ୍ତି ବେଲି ଆଲୋଚନା ହେଉଛି ।

   Related Posts