oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଆଜି ‘ଲୁପସ ଡ଼େ’ ରେ ସମ୍ ହସପିଟାଲ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ

10/05/2018 at 9:49 PM

ଆଜି ଲୁପସ ଡ଼େ । ଏହି ରେ।ଗ ବିଷୟରେ ସଚେତନା ସୃଷ୍ଟି କରିବା ଲାଗି ସମ୍ ହସପିଟାଲ କର୍ମଚାରୀ ମାନେ ମାଷ୍ଟରକ୍ୟାଣ୍ଟିନ୍ ରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏକ ରାଲି ବାହାର କରିଥିଲେ । ଏହି ରେ।ଗ ସାଧାରରତଃ ମହିଳା ମାନଙ୍କଠାରେ ପୁରୁଷ ମାନଙ୍କଠାରେ ୯ ଗୁଣ ଅଧିକ ଦେଖାଯାଇଥାଏ । ଏହା ରେ।ଗ ହେଲେ ମୁହଁରେ ଲାଲ ଚିହ୍ନ ଯାହା ଗଧିଆ କମୁଡ଼ିବା ପରି ଦେଖାଯାଇଥାଏ । ଲାଟିନ୍ ଭାଷାରେ ଏହାର ଅର୍ଥ ଗଧିଆ । ଏହା ଏକ ଜୀବନ ନାଶକାରୀ ବେମାରୀ ହେ।ଇନଥିଲେ ବି ସଂକ୍ରମଣ ତଥା ଜଟିଳତା ହେବା କ୍ଷେତ୍ରରେ ମୃତ୍ୟୁ ହେ।ଇପାରେ । ଲୁପସକୁ ଆରେ।ଗ୍ୟ କରାଯାଇନପାରେ ନାହିଁ କିନ୍ତୁ ନିୟନ୍ତୟଣ କରାଯାଇପାରେ ବେ।ଲି କହିଛନ୍ତି ଡ଼ାକ୍ତର ।

Leave a Reply

   Related Posts