ଆଜି ‘ଲୁପସ ଡ଼େ’ ରେ ସମ୍ ହସପିଟାଲ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ
10/05/2018 at 9:49 PM

ଆଜି ଲୁପସ ଡ଼େ । ଏହି ରେ।ଗ ବିଷୟରେ ସଚେତନା ସୃଷ୍ଟି କରିବା ଲାଗି ସମ୍ ହସପିଟାଲ କର୍ମଚାରୀ ମାନେ ମାଷ୍ଟରକ୍ୟାଣ୍ଟିନ୍ ରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏକ ରାଲି ବାହାର କରିଥିଲେ । ଏହି ରେ।ଗ ସାଧାରରତଃ ମହିଳା ମାନଙ୍କଠାରେ ପୁରୁଷ ମାନଙ୍କଠାରେ ୯ ଗୁଣ ଅଧିକ ଦେଖାଯାଇଥାଏ । ଏହା ରେ।ଗ ହେଲେ ମୁହଁରେ ଲାଲ ଚିହ୍ନ ଯାହା ଗଧିଆ କମୁଡ଼ିବା ପରି ଦେଖାଯାଇଥାଏ । ଲାଟିନ୍ ଭାଷାରେ ଏହାର ଅର୍ଥ ଗଧିଆ । ଏହା ଏକ ଜୀବନ ନାଶକାରୀ ବେମାରୀ ହେ।ଇନଥିଲେ ବି ସଂକ୍ରମଣ ତଥା ଜଟିଳତା ହେବା କ୍ଷେତ୍ରରେ ମୃତ୍ୟୁ ହେ।ଇପାରେ । ଲୁପସକୁ ଆରେ।ଗ୍ୟ କରାଯାଇନପାରେ ନାହିଁ କିନ୍ତୁ ନିୟନ୍ତୟଣ କରାଯାଇପାରେ ବେ।ଲି କହିଛନ୍ତି ଡ଼ାକ୍ତର ।
Related Posts
ବିନା ଖାଦ୍ୟରେ ୫୦ ବର୍ଷ, ପାଣି-କୋଲଡ୍ରିଙ୍କ୍ସରେ ବଞ୍ଚିଛି ମହିଳାଙ୍କ ଜୀବନ
4 December 2023
ଜେଲ୍ରୁ ମୁକୁଳିବେ ଅର୍ଚ୍ଚନା ନାଗ ! ଇଡି ମାମଲାରେ ମିଳିଲା ଜାମିନ
4 December 2023
ଭୀମଭୋଇ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, କାରଣ ଖୋଜୁଛି ପୋଲିସ
4 December 2023