oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଆଜି ରାଜଧାନୀରେ ଶୂନ୍ୟଛାୟାର ପ୍ରଭାବ

21/05/2018 at 5:48 AM

ଆଜି ରାଜଧାନୀରେ ଶୂନ୍ୟଛାୟାର ପ୍ରଭାବ । ୧୧.୪୩ ରେ ଗାଏବ ହୋଇଯିବ ଛାଇ । ଟାଇଁ ଟାଇଁ ଖରା ବି ଆପଣ ନିଜର ଛାଇ ଦେଖିପାରିବେନି । ଦିନ ୧୧.୪୩ରୁ ୧୧.୫୩ ଯାଏଁ ଏମିତି ଦୃଶ୍ୟ ଜାରି ରହିବ । ଏଥିପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଏହି ଦୃଶ୍ୟ ଦେଖିବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ମେ ୨୧ତାରିଖ ସୂର୍ଯ୍ୟ ଠିକ ବିଷୁବ ରେଖାସହ ସମାନ୍ତରାଳ ଭାେବ ରହୁଥିବାରୁ ସୂର୍ଯ୍ୟ ରଶ୍ମି ବସ୍ତୁ ଉପର ଦେଇ ତଳ ପର୍ଯ୍ୟନ୍ତ ଯାଏ । ରଶ୍ମି ବାହାରକୁ ଯାଇ ପାରୁ ନଥିବାରୁ ଛାଇ ସୃଷ୍ଟି େହାଇପାେର ନାହିଁ ।

Leave a Reply

   Related Posts