ଆଜି ଜୟପୁରରେ କଂଗ୍ରେସର ମହାସମାବେଶ
16/05/2018 at 6:24 AM

ଆଜି ଜୟପୁରରେ କଂଗ୍ରେସ ଆୟୋଜନ କରୁଛି ମହାସମାବେଶ । ସଂଗଠନ ମଜଭୁତ କରିବାକୁ ମେଘମାଳ ତୋଟା ପଡିଆରେ କଂଗ୍ରେସ କରିବ ମହାସମାବେଶ । ସମାବେଶରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ , ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ପ୍ରସାଦ ସିଂ ଏବଂ ଅନେକ ତୁଙ୍ଗ ନେତା ଏଥିରେ ଯୋଗ ଦେବେ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୦ ହଜାରରୁ ଉର୍ଦ୍ଧ ଲୋକ ଏଥିରେ ଯୋଗ ଦେବେ ବୋଲି କହିଛି ଦଳ । ଶକ୍ତି ପ୍ରଦର୍ଶନ କରିବାକୁ ଏକ ବିରାଟ ବାଇକ ରାଲି କରାଯିବ । ଏହି ସମାବେଶ ମାଧ୍ୟମରେ କଂଗ୍ରେସ ନିଜ ସଂଗଠନକୁ ସଜାଡିବାକୁ ଯାଉଥିବାବେଳେ ବୁଡି ଯିବା ଡଂଗା ତଳକୁ ତଳକୁ ବୋଲି କହିଛନ୍ତି ଉଭୟ ବିଜେଡି ଏବଂ ବିଜେପି
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023