oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଆଜମ ଖାନ୍‌ଙ୍କ ଉପରେ ଶକ୍ତ ପ୍ରହାର, ଗୌହର ୟୁନିଭର୍ସିଟିର କାନ୍ଥ ତାଡ଼ି ପୋଲିସ ବାହାର କଲା ଚୋରି ଇସଲାମିକ ପାଣ୍ଡୁଲିପି

21/09/2022 at 8:37 AM

ନୂଆଦିଲ୍ଲୀ ୨୧/୦୯: ଉତ୍ତରପ୍ରଦେଶ ରାମପୁରରେ ଥିବା ଆଜମ ଖାନଙ୍କ ମହମ୍ମଦ ଅଲି ଜୋହର ୟୁନିଭର୍ସିଟିରେ କାନ୍ଥ ଭିତରୁ ବାହାରିଲା ହଜାର ହଜାର ଚୋରା ବହି । କ୍ୟାମ୍ପସ ବିଲଡିଂରେ ଥିବା ଏକ କାନ୍ଥ ଭିତରେ ବହିଗୁଡ଼ିକୁ ଲୁଚାଇ ରଖାଯାଇଥିଲା । ଯେଉଁଥିରେ ଅନେକ ଐତିହାସିକ ପୁସ୍ତକ ଏବଂ ବହୁମୂଲ୍ୟ ପାଣ୍ଡୁଲିପି ମଧ୍ୟ ରହିଛି ।

ରାମପୁର ପୋଲିସ ରିମାଣ୍ଡରେ ଥିବା ୨ ଅଭିଯୁକ୍ତ ଅନଓ୍ବର ଏବଂ ସଲିମଙ୍କୁ ଜେରା ବେଳେ ସେମାନଙ୍କ ଠାରୁ ମିଳିଥିଲା ସୁରାକ। କୁହାଯାଉଛି ନବାବ୍ କଲଓ୍ବେ ଅଲି ଖାନ୍ ,ମିର୍ଜା ଗାଲିବଙ୍କ ଶିଶ୍ୟ ଥିଲେ । ତାଙ୍କର ପୂର୍ବ ପୁରୁଷମାନେ ସାରା ଦୁନିଆରୁ ପୁସ୍ତକଗୁଡ଼ିକ ସଂଗ୍ରହ କରି ରାମପୁର ରଜା ଲାଇବ୍ରେରୀ ଏବଂ ମଦ୍ରାସା ଆଲିୟା ଲାଇବ୍ରେରୀରେ ରଖିଥିଲେ ।

ତେବେ ଆଜମ ଖାନ୍ ଏବଂ ତାଙ୍କ ପୁଅ ଓ ପତ୍ନୀ ଏହାକୁ ଚୋରି କରି ନିଜ ୟୁନିଭର୍ସିଟିରେ କାନ୍ଥ ଖୋଳି ଏସବୁକୁ ଲୁଚାଇ ରଖିଥିଲେ । ସୋମବାର ସର୍ଚ୍ଚ ଅପରେସନ ବେଳେ କ୍ୟାମ୍ପସରୁ ମାଟିଖୋଳି ଏକ ସଫାଇ ମେସିନ୍ ମଧ୍ୟ ଉଦ୍ଧାର କରିଥିଲା ପୋଲିସ ।

   Related Posts