Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଆକାଶ ଛୁଆଁ ହେଲା ପେଟ୍ରୋଲ ଓ ଡିଜେଲ ଦର

24/05/2018 at 7:05 PM

ଆକାଶ ଛୁଆଁ ହେଲା ପେଟ୍ରୋଲ ଓ ଡିଜେଲ ଦର। ସବୁଦିନର ରେକର୍ଡ କାଟିଲା ତେଲ ଦର । ଦରକୁ ନେଇ ଲୋକେ ହନ୍ତସନ୍ତ ହେଲେଣି କିନ୍ତୁ ଟିକସକୁ କେନ୍ଦ୍ର ଓ ରାଜ୍ୟସରକାର ହିସାବ ଛିଣ୍ତୁନି। ରାଜ୍ୟସରକାର ଭାଟ ଛାଡୁନାହାନ୍ତି କି କେନ୍ଦ୍ର ସରାକର ଏକ୍ସସାଇଜ ଡ୍ୟୁଟି ଛାଡ କରୁନାହାନ୍ତି। ଲୋକଙ୍କ ସରକାର ବୋଲାଉଥିବା ଉଭୟ କେନ୍ଦ୍ର ଓ ରାଜ୍ୟସରକାର ନିଜ ଜିଦରେ ଅଟଳ। କେନ୍ଦ୍ର ମନ୍ତ୍ରୀ ଭାଟ ଛାଡ କରିବାକୁ ରାଜ୍ୟକୁ କହୁଥିବାବେଳେ ରାଜ୍ୟସରକାର ଉତ୍ପାଦନ ଶୁଳ୍କ ୧୦ ଟଙ୍କା ଛାଡ କରିବାକୁ ଦାବି କରିଛନ୍ତି। କିନ୍ତୁ ସଧରଣଲୋକଙ୍କୁ ଦୁଃଖ ଏମାନଙ୍କ ନଜରରେ ପଡୁନି।

Leave a Reply

   Related Posts