ଅବହେଳିତ ଅବସ୍ଥାରେ ଖୋର୍ଦ୍ଧା ଜାଗୁଳେଇ ପାଟଣାର ଅନନ୍ତ ପୁରୁଷୋତ୍ତମ ମନ୍ଦିର
11/05/2018 at 10:41 PM

ଅବହେଳିତ ଅବସ୍ଥାରେ ଖୋର୍ଦ୍ଧା ଜାଗୁଳେଇ ପାଟଣାର ଅନନ୍ତ ପୁରୁଷୋତ୍ତମ ମନ୍ଦିର । ଏଠାରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ପୂର୍ଣ୍ଣ ବିଗ୍ରହ ପୂଜା ପାଆନ୍ତି । ଏହି ମନ୍ଦିରକୁ ୨୦୧୨ ମସିହାରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ନିଜ ଅଧିନକୁ ନେଇଛି ହେଲେ ଏଯାଏଁ ମନ୍ଦିର କିମ୍ୱା ଏହାର ପାରିପାର୍ଶିକ ଉନ୍ନତି ହୋଇ ପାରିନାହିଁ ।
Related Posts
ଗୃହରେ ସ୍ପଷ୍ଟ କଲେ ନବୀନ, କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ
3 October 2023