Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଅବକାରୀ ବିଭାଗର ରେଡ୍‌ : ୨୮ କ୍ୱିଣ୍ଟାଲ୍‌ ଚୋରା ମହୁଲ ଜବତ, ଜଣେ ଗିରଫ

25/09/2022 at 10:09 AM

ଫୁଲବାଣୀ ୨୫।୦୯ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ିରେ ଅବକାରୀ ବିଭାଗର ଚଢାଉ । ଏହି ଚଢାଉରେ ପ୍ରାୟ ୨୮ କ୍ୱିଣ୍ଟାଲ୍‌ ଚୋରା ମହୁଲ ଜବତ ହୋଇଛି । ଏହାସହିତ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

ଖବର ଅନୁଯାୟୀ, ବିଭିନ୍ନ ସୁତ୍ରରୁ ମିଳିଥିବା ଖବରକୁ ଆଧାର କରି ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରବୀଣ କୁମାରଙ୍କ ନିର୍ଦ୍ଦେଶରେ ଚଢାଉ ହୋଇଥିଲେ । ଏଥିରେ ସ୍ଥାନୀୟ ପୋଲିସର ମଧ୍ୟ ସହାୟତା ନିଆଯାଇଥିଲା । ଚଢାଉରେ ଭ୍ରମରବାଡି ଗାଁର ଜଣଙ୍କୁ ଗିରଫ କରିବା ସହ ପ୍ରାୟ ୨୮ କ୍ୱିଣ୍ଟାଲ୍‌ ଚୋରା ମହୁଲ ଜବତ ହୋଇଛି  l ଏନେଇ ଅବକାରି   ବିଭାଗ ପକ୍ଷରୁ  ୭୭ /୨୨ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି l

   Related Posts