ଅନୁଗୋଳ କମଳଛୁଇଁ କରଡ଼େଇ ମନ୍ଦିର ନିକଟରେ ଅଜଣାଗାଡ଼ି ଧକ୍କାରେ ଜଣେ ମୃତ,ଜଣେ ଆହତ
23/05/2018 at 6:57 AM

ଅନୁଗୋଳ କମଳଛୁଇଁ କରଡ଼େଇ ମନ୍ଦିର ନିକଟରେ ଅଜଣାଗାଡ଼ି ଧକ୍କାରେ ଜଣେ ମୃତ,ଜଣେ ଆହତ । ମୃତକ ହେଉଛନ୍ତି ଗୋପାଳପ୍ରସାଦ ପାଟଣାସାହିର ଦୀପକ ବେହେରା । ଦୀପକ ଓ ବିଭୂତି ଗୋଟିଏ ବାଇକରେ ଯାଉଥିବା ବେଳେ ବାଇକକୁ ଧକ୍କା ଦେଇଥିଲେ ଅଜଣାଗାଡ଼ି । ଘଟଣାସ୍ଥଳରେ ଦୀପକଙ୍କର ମୃତ୍ୟୁ ହୋଇଥିବା ବେଳେ ବିଭୂତିଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ କୋଇଲା ବୋଝେଇ ଟ୍ରକ ଉଭୟଙ୍କ ଧକ୍କା ଦେଇଥିବା ସ୍ଥାନୀୟ ଲୋକ ଅନୁମାନ କରୁଛନ୍ତି ।
Related Posts
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023