Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଅନୁଗୁଳ ତଳ ସାଇଟ୍‌ର ସମର ବ୍ୟାରେଜ୍‌ରେ ସର୍ଭେ ବେଳେ ଦୁର୍ଘଟଣା

31/05/2018 at 8:23 PM

ଅନୁଗୁଳ ତଳ ସାଇଟ୍‌ର ସମର ବ୍ୟାରେଜ୍‌ରେ ସର୍ଭେ ବେଳେ ଦୁର୍ଘଟଣା। ଭେଳା ବୁଡ଼ି ଯିବାରୁ ଦୁର୍ଘଟଣା ଘଟିଛି । ଅର୍ବିଟଲ କମ୍ପାନୀର ଦୁଇଜଣ ଗର୍ମଚାରୀ ନିଖୋଜ ହୋଇଥିଲେ ବର୍ତ୍ତମାନ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ମୋଟ ୫ ଜଣ ଥିବାବେଳେ ଭେଳା ବୁଡ଼ି ଯିବାରୁ ସମସ୍ତେ ବୁଡ଼ି ଯାଇଥିଲେ ।

Leave a Reply

   Related Posts