Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ଜୁମରେ ଚାଲିଥିଲା ମିଟିଂ, ବିବସ୍ତ୍ର ହୋଇ ଛିଡା ହୋଇଗଲେ ନେତାଙ୍କ ପତ୍ନୀ ଆଉ ତାପରେ…..

4/04/2021 at 11:44 AM

ନୂଆଦିଲ୍ଲୀ୪/୪: ମହାମାରୀ ପାଇଁ ପାଠପଢାଠାରୁ ଆରମ୍ଭ କରି ଅଧିକାଂଶ କାର୍ଯ୍ୟ ଘରେ ହେଉଛି । ଏପରିକି ଜୁମ୍ ଆପ ଦ୍ୱାରା ସରକାରୀ ଅଧିକାରୀ ଓ ନେତାମାନେ ମଧ୍ୟ ଜୁମରେ ବୈଠକ କରୁଛନ୍ତି । ତେବେ ଜୁମରେ ବୈଠକ ଚାଲିଥିବା ବେଳେ ଜଣେ ନେତାଙ୍କ ପତ୍ନୀ ବିବିସ୍ତ୍ର ହୋଇ ଛିଡା ହେବା ଘଟଣା ହେବା ଏବେ ବେଶ୍ ଚର୍ଚ୍ଚାରେ ରହିଛ । ଦକ୍ଷିଣ ଆଫ୍ରିକାରୁ ନଜର ଆସିଛି ଏଭଳି ଘଟଣା । ଯାହାକି ଅନେକ ଲୋକଙ୍କ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି ।

ଦକ୍ଷିଣ ଆଫ୍ରିକାରେ ୨୩ ପାରଂପରିକ ନେତାଙ୍କ ସଂସ୍ଥା ନ୍ୟାସନାଲ ହାଉସ ଅଫ ଟ୍ରାଡିସନାଲ ଲିଡର୍ସର  ଜଣେ ସଦସ୍ୟ ଜୋଲିଲେ ଏନନେଭୁ ଗତ ମଙ୍ଗଳବାର ବୈଠକ ସମୟରେ ପୂର୍ବ କେପଟାଉନରେ କରୋନାରେ ହେଉଥିବା ମୃତ୍ୟୁ ନେଇ ଆଲୋଚନା କରୁଥିଲେ । ଜୁମରେ ଚାଲିଥିଲା ନେତା ମନ୍ତ୍ରୀଙ୍କୁ ନେଇ ହାଇଲେଭଲ ବୈଠକ । ଠିକ୍ ଏହି ସମୟରେ ହଠାତ୍ ଜଣେ ନେତାଙ୍କ ପତ୍ନୀ ବିନା ବସ୍ତ୍ରରେ ପଛରେ ଆସି ଛିଡ଼ା ହୋଇଯାଇଥିଲେ । ତେବେ ନେତା ଜଣଙ୍କ ଜାଣିପାରିନଥିଲେ । ହେଲେ ବୈଠକରେ ସାମିଲ ଥିବା ଅନ୍ୟ ନେତା ଓ ସଦସ୍ୟମାନେ କହିଥିଲେ ମହାଶୟ ଆପଣଙ୍କ ଧର୍ମପତ୍ନୀ ବିନା କପଡ଼ାରେ ସମସ୍ତଙ୍କ ସ୍କ୍ରିନରେ ଦେଖାଯାଉଛନ୍ତି । ଏମିତିକି ଜଣେ ନେତା କହିଥିଲେ ଯେ, ଆପଣଙ୍କ ପତ୍ନୀ ଠିକ ଭାବରେ କପଡ଼ା ପିନ୍ଧି ନାହାନ୍ତି କି । ଆପଣ କ’ଣ ତାଙ୍କୁ କହି ନାହାନ୍ତି କି ଯେ, ଆପଣ ଜୁମ ବୈଠକରେ ଅଛନ୍ତି । ଆମେ ସବୁ କିଛି ଦେଖୁଛୁ । ଆମେ ଯାହା ଦେଖୁଛୁ, ତାହା ସମସ୍ତଙ୍କୁ ବିସ୍ମିତ କରୁଛି ।

   Related Posts