ଜିଲ୍ଲା ପରିଷଦ ସଭାପତି ସଂରକ୍ଷଣ ଚିଠା ତାଲିକା ପ୍ରକାଶ : ମହିଳାମାନଙ୍କ ପାଇଁ ୫୦% ସଂରକ୍ଷିତ

Published By : Prameya-News7 Bureau | October 16, 2021 IST

ଭୁବନେଶ୍ବର ୧୬।୧୦: ପ୍ରକାଶ ପାଇଲା ଜିଲ୍ଲା ପରିଷଦ ସଭାପତି ସଂରକ୍ଷଣ ଚିଠା ତାଲିକା । ଅନୁସୂଚିତ ଜାତି ପାଇଁ ୪ ଜିଲ୍ଲା ସଂରକ୍ଷିତ ରହିଛି । ସେହିପରି ୧୫ ଜିଲ୍ଲାର ଜିଲ୍ଲା ସଭାପତି ପଦ ଅଣ ସଂରକ୍ଷିତ । ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷିତ ରହିଛି ।

ସେହିଭଳି ଅନୁସୂଚିତ ଜନଜାତି ପାଇଁ ୧୦ ଜିଲ୍ଲା ସଂରକ୍ଷିତ ରହିଛି । ୪ ଜିଲ୍ଲାର ଆସନ ପଛୁଆ ବର୍ଗ ପାଇଁ ସଂରକ୍ଷିତ ରହିଛି । ଅନୁଗୋଳ, କେନ୍ଦୁଝର, ଖୋର୍ଦ୍ଧା ଓ ଗଜପତି ଜିଲ୍ଲା ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଅଛି ।

{"id":528152,"sizeSlug":"large","linkDestination":"none"}
{"id":528153,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.