Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଯୌନ ନିର୍ଯ୍ୟାତନା ପରେ ଆତ୍ମହତ୍ୟା କଲେ ଦୁଇ ନାବାଳିକା ଭଉଣୀ : ପୋଲିସ ନେଲା ନାହିଁ କାର୍ଯ୍ୟାନୁଷ୍ଠାନ

30/10/2019 at 12:44 PM

ଏର୍ଣ୍ଣାକୁଲମ୍ ୩୦/୧୦: ଦୁଇ ନାବାଳିକା ଭଉଣୀ ଯୌନ ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା କରିଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ଏହିକି ଯେ କେରଳ ପୋଲିସ୍ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ପ୍ରକୃତରେ,ଏହି ମାମଲାରେ ନିକଟରେ ଏକ ସ୍ଥାନୀୟ ଅଦାଲତ ଅଭିଯୁକ୍ତଙ୍କୁ ମୁକ୍ତ କରି ଦେଇଛି।

 ପୀଡ଼ିତା ନାବାଳିକାଙ୍କ ମଧ୍ୟରୁ ସାନ ଭଉଣୀ(ଯାହାର ପରେ ମୃତ୍ୟୁ ହୋଇଥିଲା) ବୟାନ ଦେଇଥିଲେ ଯେ ଯେଉଁଦିନ ତାଙ୍କ ବଡ଼ ଭଉଣୀ ଆତ୍ମହତ୍ୟା କରିଥିଲେ ସେହି ଦିନ ସେ କେତେକ ଅଜଣା ବ୍ୟକ୍ତିଙ୍କୁ ଭେଟିଥିଲେ। ସେ ପୋଲିସ୍ ଅଧିକାରୀଙ୍କୁ ଏହି ବିଷୟରେ ସୂଚନା ଦେଇଥିଲେ। ଏହି ମାମଲାକୁ ପୋଲିସ୍ ଗମ୍ଭୀରତାର ସହ ନେଉନାହିଁ। ପୀଡ଼ିତା ବଡ଼ ଭଉଣୀଙ୍କ ମୁଖ୍ୟ ସାକ୍ଷୀ ଥିଲେ ତାଙ୍କ ସାନ ଭଉଣୀ। ଏହା ସତ୍ବେ ମଧ୍ୟ ପୋଲିସ୍ ନାବାଳିକାଙ୍କ ଜୀବନ ବଞ୍ଚାଇବାକୁ କୌଣସି ଉଦ୍ୟମ କରିନଥିଲା।

ଏହା ବିଶ୍ବାସ କରିବା ବହୁତ କଷ୍ଟ ଯେ ଜଣେ ୯ବର୍ଷର ନାବାଳିକା ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ବୈଦେଶିକ ରାଜ୍ୟ ମନ୍ତ୍ରୀ ବି ମୁରଲୀଧରନ ଗତକାଲି ଏହି ଘଟଣାର ସାନି ତଦନ୍ତ କରିବାକୁ ଦାବି କରିଛନ୍ତି।  

   Related Posts