ଚନ୍ଦ୍ରାବାବୁ ନାଇଡୁଙ୍କୁ ଝଟକା : ୱାଇଏସଆର କଂଗ୍ରେସ ୧୪୦ ଆସନରେ ଆଗୁଆ

Published By : Prameya-News7 Bureau | May 23, 2019 IST

୨୦୧୯ ଲୋକସଭା ଭୋଟ ଗଣତି ଜାରି ରହିଛି । ଆନ୍ଧ୍ର ପ୍ରଦେଶରେ ୱାଇଏସଆର କଂଗ୍ରେସ ଉପରେ ଜନତା ଭରସା କରିଥିବା ଜଣାପଡୁଛି । ଶାସନାଧୀନ ତେଲୁଗୁଦେଶମ ପାର୍ଟି ହାରୁଥିବା ଭଳି ଜଣାପଡୁଛି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ପାଇଁ ଏହା ଏକ ବଡ ଝଟକା ।

{"id":115224}

ଆନ୍ଧ୍ର ପ୍ରଦେଶ ଗଣନା ଅନୁଯାୟୀ, ୧୭୫ ଆସନ ମଧ୍ୟରୁ ୧୬୯ ଆସନର ଫଳାଫଳ ଆସିସାରିଛି । ଟିଡ଼ିପି ମାତ୍ର ୨୭ ଆସନରେ ଆଗୁଆ ଅଛି । ୱାଇଏସଆର କଂଗ୍ରେସ ୧୪୦ ଆସନରୁ ଆଗୁଆ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.