Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଭାରତରେ ଲଞ୍ଚ ହେଲା ୟୁଟ୍ୟୁବର ପ୍ରିପେଡ୍ ମ୍ୟୁଜିକ୍ ସର୍ଭିସ୍, ମାତ୍ର ୧୦୯ ଟଙ୍କାରୁ ଆରମ୍ଭ

19/11/2019 at 6:51 PM

ନୂଆଦିଲ୍ଲୀ୧୯/୧୧: ଗୁଗଲ୍‌ର ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ ଭାରତରେ ୟୁଟ୍ୟୁବ ମ୍ୟୁଜିକ୍ ଓ ୟୁଟ୍ୟୁବ୍‌ ମ୍ୟୁଜିକ୍ ପ୍ରିମିୟମ ପ୍ରିପେଡ୍‌ ଲଞ୍ଚ କରିଛି। ୟୁଟ୍ୟୁବର ପ୍ରି-ପେଡ୍‌ରେ ବିନା ବିଜ୍ଞାପନରେ ୟୁଜର୍ସ ଆନନ୍ଦରେ ଗୀତ ଶୁଣି ପାରିବେ। ଏଥିଲାଗି କମ୍ପାନୀ ମାସିକିଆ ଓ ତିନି ମାସିକିଆ ପ୍ଲାନ ଲଞ୍ଚ କରିଛି। ଯାହାର ମୂଲ୍ୟ ମାତ୍ର ୧୦୯ ଟଙ୍କା ରହିଛି।

ଏହି ଦୁଇଟି ପ୍ଲାନ କେବଳ ଆଣ୍ଡ୍ରୁଓ୍ବେଏଡ୍‌ ଓ ଓ୍ବେବ୍ ଭର୍ସନରେ ଉପଲବ୍ଧ ହେବ। ଥରେ ପ୍ରିପେଡ୍‌ ପ୍ଲାନ କିଣିବା ପରେ ୟୁଜର୍ସ ଏହାର ଫାଇଦା ଉଠାଇ ପାରିବେ। ଟପ୍ଅପ୍‌ ଭାଉଚର ମାଧ୍ୟମରେ ପୁଣି ୟୁଜର୍ସ ଏହାର ବୈଧତା ବୃଦ୍ଧି କରି ପାରିବେ।

ସେହିପରି ୟୁଟ୍ୟୁବ ପ୍ରିମିୟମରେ ମାସକୁ ୧୩୯ ଓ ତିନି ମାସକୁ ୩୯୯ ଟଙ୍କାର ପ୍ଲାନ ରହିଛି। ସେହିପରି ୟୁଟ୍ୟୁବ ପ୍ରିପେଡ୍‌ ମାସକୁ  ୧୦୯ ଓ ତିନି ମାସକୁ ୩୦୯ ଟଙ୍କାର ପ୍ଳାନ ରହିଛି।

   Related Posts