ori homes
raja reels contest
raja reels contest
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଜୁନ୍ ୨ରୁ +୨ ଖାତାଦେଖା ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ
  • ||
  • ଉଦଳା : ସଂପର୍କରେ ଲାଗିଲା ରକ୍ତର ଛିଟା, ଭାଇକୁ ପିଟି ପିଟି ହତ୍ୟା କଲା ଭାଇ
  • ||
  • ବାରଙ୍ଗ : ନନ୍ଦନକାନନରେ ଆଫ୍ରିକୀୟ ସିଂହ ମୃତ, ବିଷାକ୍ତ ସାପ ଦଂଶନ ସନ୍ଦେହ
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ କୋଭିଡ୍ ପଜିଟିଭ୍
  • ||

ଭଣ୍ଡାରୀପୋଖୀରେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା

30/08/2018 at 10:13 PM

ଭଦ୍ରକ  ୩୧|୮:  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ  ଆଗରପଡା ଥାନା ତେଲନଟୀ ଗାଁରେ ହତ୍ୟାକାଣ୍ଡ । ବାଲିପୋଖରୀ ବଜାର ନିକଟ ନାଳରୁ ମିଳିଲା ମୃତଦେହ ।  ଭୁଜାଲିରେ ହାଣି ଯୁବକଙ୍କୁ ହତ୍ୟା କରାଯାଇଥିବା ସୂଚନା । ମୃତକ ହେଲେ ତେଲନଟୀ ଗାଁର ମୁରଲୀ ଜେନା । ହତ୍ୟାକାଣ୍ଡ କାରଣ ଅସ୍ପଷ୍ଟ ରହିଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଆଗରପଡା ପୋଲିସର ପହଞ୍ଚି ଅଧିକ ଛାନଭିନ ଚଳାଇଛି ।

   Related Posts