ମୃତ୍ୟୁ ମୁହଁରୁ ବର୍ତ୍ତିଲେ ଯୁବକ- ନଦୀ ଭିତରୁ କୁମ୍ଭୀର ସହ ଲଢେଇ କରି ପାଇଲେ ନୂଆ ଜୀବନ
6/10/2019 at 5:07 PM

କେନ୍ଦ୍ରାପଡା – କେନ୍ଦ୍ରାପଡା ଇନ୍ଦୁପୁର ନିକଟରେ ଜଣେ ଯୁବକ ମୃତ୍ୟୁ ମୁହଁରୁ ବର୍ତ୍ତିଛନ୍ତି । ହବିଳି ଗାଁର ମିଟୁ ଜେନା ନାମକ ଯୁବକ ନଦୀ ପାର ହେଉଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। ବିରୂପା ନଦୀ ମଧ୍ୟରେ ଏହି ଘଟଣା ଘଟିଥିଲା।
ପ୍ରାଥମିକ ସୂଚନା ଅନୁସାରେ ଆହତ ମିଟୁଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାର ଭର୍ତ୍ତି କରାଯାଇଛି ।