Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||

ଛାତିରେ ଲେଖିଛି ତୋ ନାଁ …ଆମ ପ୍ରେମ ଅମର

10/12/2019 at 10:40 AM

ବାଲେଶ୍ବର ୧୦/୧୨: ତାମିଲନାଡୁର ଝିଅ ଓଡ଼ିଆ ପୁଅ l ପ୍ରଥମେ  ପ୍ରେମ , ପ୍ରେମରୁ ବିବାହ l ଛାତି କାଟି ପରସ୍ପରଙ୍କ ନାଁ ଲେଖିଥିଲେ । ଝିଅର ବୟସ ୧୮ବର୍ଷ ରୁ ଦିନ କେତେଟା କମ ଥିଲା l ଝିଅର ବାପା ତାମିଲନାଡୁରୁ ଆସି ଝିଅକୁ ଓଡିଶାରୁ ନେଇଗଲେ l ଏବେ ଝିଅକୁ ୧୮ l ଏବେ ପ୍ରେମିକ ପୁଅ ତଥା ସ୍ବାମୀ ବସ କି ଟ୍ରେନରେ ନୁହଁ ଦୌଡ଼ି ଦୌଡ଼ି ଓଡିଶାରୁ ତାମିଲନାଡୁ ଯିବେ l

 ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ ପ୍ରେମିକ ଦୌଡ଼ି ଦୌଡ଼ି  ଯିବେ ତାମିଲନାଡୁ l ସେ ରହୁଥିଲେ ତାମିଲନାଡୁରେ l ଭଲ ପାଉଥିଲେ  ସ୍ଥାନୀୟ ଯୁବତୀଙ୍କୁ । ସେଥିପାଇଁ  ପୁଅ ଛାତି ଚିରି  ତା ପ୍ରେମିକାଙ୍କ ନାଁ ଲେଖିଥିଲା l

ବାଲେଶ୍ବର ଜିଲ୍ଲା ଯାମୁଝାଡ଼ିରେ ଯୁବକଙ୍କ ମାମୁଁଘର l ବୈଦିକ ରୀତିନୀତି ରେ ବାହାଘର ହୋଇଥିଲା l ବେଦୀରେ ସାତ କଳସ , ଆଠ ଦୀପ ସବୁ ଥିଲା l ନବଦମ୍ପତ୍ତି ୩ମାସ ଏକାଠି ଥିଲେ l ଝିଅର ବାପା ତାମିଲନାଡୁରୁ ଆସି ଥାନାରେ ଝିଅର ବୟସ ୧୮ହୋଇନଥିବା ର ପ୍ରମାଣ ଦେଖାଇ ସାଙ୍ଗରେ ନେଇଗଲେ l ଏବେ ଝିଅକୁ ୧୮ପୂରିଲାଣି l ପ୍ରେମିକ ତଥା ସ୍ବାମୀ ଏବେ ଦୌଡ଼ି ଦୌଡ଼ି ତାମିଲନାଡୁ ଯିବେ ସ୍ତ୍ରୀ ଙ୍କୁ ସାଙ୍ଗରେ ଆଣିବା ପାଇଁ l

   Related Posts