ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
25/09/2019 at 8:21 AM

ଜୟପୁର ୨୫।୯: ମନ୍ଦିର ସମ୍ମୁଖରେ ଥିବା ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଜୟପୁର ପୁରୁଣାଗଡ ଗଙ୍ଗା ମା’ ମନ୍ଦିର ନିକଟରେ ଘଟିଛି ଘଟଣା । ମୃତ ଯୁବକ ହେଲେ ପୁରୁଣାଗଡର ରାମେଶ୍ବର କାଦମବାଲ ।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କୌଣସି କଥାକୁ ନେଇ ଗତକାଲି ରାତିରେ ପରିବାର ଲୋକଙ୍କ ସହ ହୋଇଥିଲା ବଚସା ।
Related Posts
ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର, ମା’ଙ୍କୁ ହସ୍ତାନ୍ତର
18 January 2021
ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18 January 2021