ଲୋୟର ପିଏମ୍‌ଜିରେ ଗଛ ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | November 25, 2019 IST

ଭୁବନେଶ୍ୱର ୨୫।୧୧ -  ଲୋୟର ପିଏମଜିରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଗଛ ଉପରେ ଚଢ଼ି ଡେଇଁବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷିତ ଉଦ୍ଧାର କରି ଅଗ୍ନିଶମ ବାହିନୀ । ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକ ଜଣଙ୍କ ଗାଁ ସାଥୀର ସଦସ୍ୟ ବୋଲି ଜଣାପଡିଛି । ତାଙ୍କ ନାଁ ମଧୁ ଛତ୍ରିଆ । ଘର ବଲାଙ୍ଗୀର ଅଞ୍ଚଳରେ । ଉଦ୍ଧାର ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି  ।

{"id":189744,"sizeSlug":"large"}

ଆତ୍ମହତ୍ୟା ଉଦ୍ୟ ରକିବାକୁ ଚଢିଥିବା ଯୁବକଙ୍କ ନାମ  ମଧୁ ଛତିଆ ଓ ତାଙ୍କ  ଘର ବଲାଙ୍ଗୀରରେ ବୋଲି ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.