ଗୁଳିକାଣ୍ଡରେ ଯୁବକ ଆହତ

Published By : Prameya-News7 Bureau | December 03, 2019 IST

ନୟାଗଡ - ନୟାଗଡ ଇଟାମାଟିରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ଯୁବକ ଆହତ । ଆହତ ଯୁବକଙ୍କ ନାମ ଜନାର୍ଦ୍ଦନ ନାୟକ । ଜନାର୍ଦ୍ଦନଙ୍କୁ ଗୋଡରେ ଗୁଳି ବାଜିଛି । ଗୁରୁତର ଜନାର୍ଦ୍ଦନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗୁଳି କାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.