Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଯୁବକଙ୍କ ଆଖି ତାଡି ଦେଲା ଭାଲୁ – ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ସ୍ଥାନୀୟ ବାସିନ୍ଦା

20/12/2019 at 10:25 PM

ଉଦଳା ୨୦।୧୨-  ମୟୂରଭଞ୍ଜ  ଜିଲ୍ଲା ଉଦଳା ବନାଂଚଳ ଅଧତ୍ନ କଟରାସାହିରେ ଜଣେ ବ୍ୟକ୍ତିଙ୍କୁ ଭାଲୁ ଆକ୍ରମଣ କଲା ଭାଲୁ  । ବାଲୁ ଆକ୍ରମଣରେ  କଟରାସାହି ଗ୍ରାମର ଦାମ ଟୁଡୁ ଗୁରୁତର  । ବାଡିରେ ଥିବା  ବାଉଁଶବୁଦା ନିକଟକୁ ଯାଇଥିବା ବେଳେ  ସେଠାରେ ତାଙ୍କୁ  ଏକ ଭାଲୁ ଆକ୍ରମଣ କରିଥିଲା ।

ଭାଲୁଟି ଦାମଙ୍କ ମୁହଁକୁ ଆକ୍ରମଣ କରିବା ସହ ତାଙ୍କର ଦୁଇ ଆଖିକୁ  ତାଡି ଦେଇଛି  ।  ଦାମଙ୍କୁ ତାଙ୍କ ପରିବାର ସଂକଟାପର୍ଣ୍ଣ ଅବସ୍ଥାରେ  ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଛି  ।

  ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର ର କରାଯାଇଛି ।   ବାଉଁଶବୁଦାରେ ତିନିଟି ଭାଲୁ ଲୁଚି ରହିଥିବା ବେଳେ କୌଣସି ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିନାହାନ୍ତି  ।

   Related Posts