Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଯୁବକଙ୍କ ଗଳାକାଟି ନିର୍ମମ ହତ୍ୟା

8/06/2019 at 1:35 PM

କାମାକ୍ଷାନଗର ୮|୬: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବାଲିକୁମା ପଞ୍ଚାୟତ ଅନ୍ତର୍ଗତ ସନ୍ଦା ନିକଟ ବିଲରେ ଜଣେ ଯୁବକଙ୍କୁ ଗଳାକାଟି ନିର୍ମମ ଭାବେ ହତ୍ୟାକରିଛନ୍ତି ଦୁର୍ବୁତ୍ତ ।ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ଜଣାପଡିଛି । ମୃତକ ହେଲେ ମକୁଆକାଟେଣୀ ପଞ୍ଚାୟତ ଖଜୁରିଆ ଗ୍ରାମ ପଥରକଟା ସାହିର ସର୍ବେଶ୍ବର ମହାନ୍ତ ।

ସୂଚନା ଅନୁସାରେ ସର୍ବେଶ୍ବର ଗତକାଲି ସନ୍ଧ୍ୟାରେ ଏକ ସାଇକେଲ ଯୋଗେ ସଉଦା କିଣିବା ପାଇଁ ଦୋକାନକୁ ଯାଇଥିଲେ। ତେବେ ଆଜି ସକାଳେ ସ୍ଥାନୀୟ ଲୋକେ ସର୍ବେଶ୍ବର ଗଳାକଟା ମୃତଦେହ ଦେଖି କଙ୍କଡ଼ାହାଡ଼ ଥାନା ଅଧିକାରୀଙ୍କୁ ଜଣାଇଥିଲେ । ଘଟଣାସ୍ଥଳରେ କଙ୍କଡ଼ାହାଡ଼ ପୋଲିସ ପହଁଚି  ତଦନ୍ତ ଜାରି ରଖିଛି । ତେବେ ସର୍ବେଶ୍ବରଙ୍କ ପୂର୍ବରୁ କାହା ସହିତ ଶତ୍ରୁତା ନଥିବା ପରିବାର ଲୋକେ କହିଛନ୍ତି ।

   Related Posts