ପୋଖରୀକୁ ଗାଧୋଇବାକୁ ଯାଉଥିବାବେଳେ ଯୁବକଙ୍କୁ ହତ୍ୟା

Published By : Prameya-News7 Bureau | May 19, 2019 IST

ଗଞ୍ଜାମ ୧୯/୫: ଜଗନ୍ନ।ଥପ୍ରସାଦ ଥାନା ଅନ୍ତର୍ଗତ ଅଲ।ଡି ଗ୍ରାମର ଦୀନବନ୍ଧୁ ସ୍ବାଇଁ ନାମକ ଯୁବକ ଗତ ରାତିରେ ଗ୍ରାମ ନିକଟ ପୋଖରୀକୁ ଗାଧେଇବା ପାଇଁ ଯାଉଥିବାବେଳେ ତିନି ଜଣ ଦୁର୍ବୁତ ମୁଖା ପିନ୍ଧି ଦୀନବନ୍ଧୁଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ହେବାରୁ ତାଙ୍କୁ ଜଗନ୍ନ।ଥ ପ୍ରସାଦ ମେଡ଼ିକାଲକୁ ଅଣା ଯାଇଥିଲା ।ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.