ସାଇକେଲ୍‌ ଚୋରିକୁ କେନ୍ଦ୍ରକରି ହତ୍ୟାକାଣ୍ଡ : ଲୁହା ରଡ୍‌ରେ ଯୁବକଙ୍କୁ ପିଟିପିଟି ହତ୍ୟା

Published By : Prameya-News7 Bureau | August 25, 2019 IST

ସାନଖେମୁଣ୍ଡି ୨୫|୮:  ଲୁହା ରଡରେ ପିଟି ପିଟି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା ଆସିକା ବଜରକୋଟ ଗାଁରେ ଘଟିଛି ହତ୍ୟାକାଣ୍ଡ । ସାଇକେଲ ଚୋରି ଘଟଣାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ମୃତକ ହେଲେ ଟୁକୁନା ନାହାକ । ଘଟଣାସ୍ଥଳରେ ଆସିକା ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.