Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପରକୀୟା ପ୍ରୀତି ପାଇଁ ଗଲା ଜୀବନ : ଲୁହା ରଡରେ ପିଟି ପିଟି ଯୁବକଙ୍କୁ ହତ୍ୟା

21/07/2019 at 11:36 AM

ସୁନ୍ଦରଗଡ଼ ୨୧/୭: ବିଭତ୍ସ ହତ୍ୟା । ସୁନ୍ଦରଗଡ଼ ବଡଗାଁ ଥାନା ସିଙ୍ଗାରମୁଣ୍ଡା ଗାଁରେ ଘଟିଛି  ଅଘଟଣ। ପରକୀୟା ପ୍ରୀତିକୁ କେନ୍ଦ୍ର କରି ଦଧି ସାରପଟିଆ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି ।

ଆଜି ଶୌଚ ହେଉ ଫେରୁଥିବା ବେଳେ ତାଙ୍କୁ ଏକ ଲୁହା ରଡ଼ରେ ଆକ୍ରମଣ କରିଥିଲେ ସେହି ଗାଁର ଇଶ୍ବର ସରପଟିଆ । ମୃତଦେହକୁ ଜବତ କରିବା ସହିତ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ।

   Related Posts