ପରକୀୟା ପ୍ରୀତି ପାଇଁ ଗଲା ଜୀବନ : ଲୁହା ରଡରେ ପିଟି ପିଟି ଯୁବକଙ୍କୁ ହତ୍ୟା

Published By : Prameya-News7 Bureau | July 21, 2019 IST

ସୁନ୍ଦରଗଡ଼ ୨୧/୭: ବିଭତ୍ସ ହତ୍ୟା । ସୁନ୍ଦରଗଡ଼ ବଡଗାଁ ଥାନା ସିଙ୍ଗାରମୁଣ୍ଡା ଗାଁରେ ଘଟିଛି  ଅଘଟଣ। ପରକୀୟା ପ୍ରୀତିକୁ କେନ୍ଦ୍ର କରି ଦଧି ସାରପଟିଆ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି ।

{"id":135890}

ଆଜି ଶୌଚ ହେଉ ଫେରୁଥିବା ବେଳେ ତାଙ୍କୁ ଏକ ଲୁହା ରଡ଼ରେ ଆକ୍ରମଣ କରିଥିଲେ ସେହି ଗାଁର ଇଶ୍ବର ସରପଟିଆ । ମୃତଦେହକୁ ଜବତ କରିବା ସହିତ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.