Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ଶୌଚ ହେବାକୁ ଯାଇ ଯୁବକ ନିଖୋଜ, ବହୁ ଖୋଜାଖୋଜି ପରେ ମିଳୁନି ପତ୍ତା

4/11/2020 at 12:42 PM

ସାଲେପୁର ୪।୧୧: କେନାଲକୁ ଶୌଚ ହେବାକୁ ଯାଇ ଯୁବକ ନିଖୋଜ। ନିଖୋଜ ଯୁବକ ହେଲେ କୁସମ୍ଭି ଗ୍ରାମର ସୁବ୍ରତ ଶତପଥୀ । ମଙ୍ଗଳବାର ରାତିରେ ସୁବ୍ରତ କାମ ସାରି କେନାଲକୁ ଶୌଚ ହେବାକୁ ଯାଇଥିଲେ । ସେ ସେଠାରୁ ଆଉ ଫେରିନଥିଲେ ।

ପରିବାର ଲୋକ ବହୁ ଖୋଜାଖୋଜି ପରେ ବି ଏ ପର୍ଯ୍ୟନ୍ତ ସୁବ୍ରତଙ୍କ କୌଣସି ପତ୍ତା ମିଳୁନାହିଁ । ସୁବ୍ରତ କେନାଲ ପାଣିରେ ପଡି ଭାସିଯାଇଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାଗ ଆସି ୬ନଂ କେନାଲରେ ବହୁ ଖୋଜାଖୋଜି କରିବା ପରେ ବି ସୁବ୍ରତଙ୍କ ପତ୍ତା ମିଳିନାହିଁ ।

   Related Posts