Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ନଦୀରେ ଭାସି ଯୁବକ ନିଖୋଜ, ଦୀର୍ଘ ୧୫ଘଣ୍ଟାର ଅପରେସନ୍ ପରେ ମିଳୁନି ପତ୍ତା

4/11/2021 at 12:15 PM

ନିମାପଡା ୪୧୧: ନଦୀରେ ଭାସି ଯୁବ ବ୍ୟବସାୟୀ ନିଖୋଜ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଅନ୍ତର୍ଗତ କାକୁଡିଆ ବାଲିଘାଟରେ । ଦୀର୍ଘ ୧୫ ଘଣ୍ଟା ପରେ ବି ପତ୍ତା ମିଳିନି ।

ସୂଚନାଯୋଗ୍ୟ ଯେ, ପିପିଲି କାକୁଡିଆ ବାଲିଘାଟରେ ବୁଧବାର ସନ୍ଧ୍ୟାରେ ଗାଧାଉଥିବା ସମୟରେ ଅସାବଧାନତାରୁ ଗୋଡ ଖସିଯାଇଥିଲା । ଫଳରେ ନଦୀର ୪୦ଫୁଟ ଗଭୀର ଗାତରେ ବୁଡ଼ିଯାଇ ନିଖୋଜ ହୋଇଛନ୍ତି । ଦୀର୍ଘ ୧୫ ଘଣ୍ଟାର ଅପରେସନ ପରେ ମଧ୍ୟ ଯୁବକଙ୍କ ପତ୍ତା ମିଳୁନାହିଁ । ନିଖୋଜ ଯୁବକ ହେଲେ ଭୁବନେଶ୍ବର ପାତ୍ରପଡାର ପୃଥ୍ବୀରାଜ ଦାଶଙ୍କ ୩୧ବର୍ଷର ପୁଅ ଅବିନାଶ ଦାଶ । କିଛି ସାଙ୍ଗଙ୍କ ସହ ଘାଟକୁ ଭୋଜି କରିବାକୁ ଆସିଥିବା ବେଳେ ଏହି ଅଘଟଣ ଘଟିଥିବା ଜଣା ପଡିଛି । ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ନିଖୋଜ ଯୁବକଙ୍କ ବଡ ଭାଇ ଆଶଙ୍କା ପ୍ରକାଶ କରିଛନ୍ତି ।

   Related Posts