Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବନ୍ୟା ପାଣିରେ ଭାସି ବଡ ଭାଇ ନିଖୋଜ, ନାବାଳକ ସାନ ଭାଇ ଉଦ୍ଧାର

30/08/2020 at 12:07 PM

ଚଣ୍ଡିଖୋଲ ୩୦।୮: ବନ୍ୟା ପାଣିରେ ଭାସିଯାଇ ଯୁବକ ନିଖୋଜ । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ନିଖୋଜ ଯୁବକଙ୍କ ପତ୍ତା ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ରବିବାର ସକାଳେ ଦୁଇ ଭାଇ ସାଇକେଲ ଯୋଗେ ଯାଉଥିବା ବେଳେ ରାସ୍ତାରେ ସାଇକେଲ ଖସି ପଡିଥିଲା । ଫଳରେ ଦୁଇ ଭାଇ ତଳେ ପଡି ଯାଇଥିଲେ । ସାନ ଭାଇ ଅସିତ ଏକ ଲତା ଧରି ପକାଇ ଥିଲେ । ଫଳରେ ତାଙ୍କୁ ଲୋକମାନେ ଉଦ୍ଧାର କରିଥିଲେ । ବଡ଼ ଭାଇ ମୁଣ୍ଡରେ ଆଘାତ ଲାଗିବାରୁ ସେ ପାଣିରେ ଭାସି ଯାଇଥିଲେ । ଏପର୍ଯ୍ୟନ୍ତ ଅମିତଙ୍କର ପତ୍ତା ମିଳିନାହିଁ ।

   Related Posts