Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଟ୍ରେନ୍ ଧକ୍କାରେ କଟିଗଲା ଯୁବକଙ୍କ ଦୁଇ ଗୋଡ, ମେଡିକାଲରେ ଭର୍ତ୍ତି

10/07/2019 at 10:13 AM

ବାରିପଦା ୧୦|୭: ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅଧିନ ଭୁଗୁଡ଼ାକଟା ଗ୍ରାମର ଚିତ୍ତରଞ୍ଜନ ହାତୀଙ୍କ ଟ୍ରେନରେ ଦୁଇ ଗୋଡ କଟି ଯାଇଛି । ଗତକାଲି ବିଳମ୍ବିତ ରାତିରେ ଅତ୍ୟଧିକ ନିଶା ସେବନ ହେତୁ ଭୁବନେଶ୍ୱରରୁ ଆସୁଥିବା ଶାଲୀମାର ଏକ୍ସପ୍ରେସ ତଳେ ଯୁବକ ଜଣକ ପଡି ଯାଇଥିବା ବେଳେ ତାର ଦୁଇ ଗୋଡ କଟି ଯାଇଛି । ଜିଆରପି ପୋଲିସ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି।

   Related Posts