Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ରାବଣ ପୋଡି ବେଳେ ଅଘଟଣ : ବାଣ ନିଆଁରେ ପୋଡି ହୋଇ ଯୁବକ ଗୁରୁତର

9/10/2019 at 10:36 AM

ଆନନ୍ଦପୁର ୯।୧୦: ରାବଣ ପୋଡି ବେଳେ ଅଘଟଣ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଫକୀରପୁର ଗାଁରେ ବାଣ ନିଆଁରେ ପୋଡି ହୋଇ ଯୁବକ ଗୁରୁତର । ସାସଙ୍ଗ ଗାଁର ରଜତ ଜେନା ରାବଣ ପୋଡି ପାଇଁ ବାଣ ସଜାଡୁଥିବା ବେଳେ ହଠାତ୍ ବାଣଟି ଫୁଟି ଯାଇଥିଲା । ଏଥିରେ ରଜତଙ୍କ ହାତ ପୋଡିଯାଇଛି । ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରଯାଇଛି ।

ସେପଟେ ରାବଣ ପୋଡି ସମୟରେ ନୂଆପଡାରେ ଜଣେ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ନାବାଳକ ହେଲେ କାଣ୍ଡେତରା ଗାଁର ଯୋଗେଶ୍ବର ସତନାମୀ । ତାଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କୋମନା ଥାନା କାଣ୍ଡେତରା ଖେଳ ପଡିଆରେ ରାବଣ ଉଠାଉଥିବା ବେଳେ ପଡି ଯାଇଥିଲା ।

   Related Posts