Thursday, July 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୋର ୧୧|୩ : ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଖଇରା ଥାନା ଅଧୀନସ୍ଥ ହରିପୁର ପଞ୍ଚାୟତର ବରପଡିଆ ଉସ୍ତପାଳବନ୍ଧାକୁଆଁରୀ ଠାକୁରାଣୀ ନିକଟ ଆମ୍ବଗଛରୁ ମିଳିଛି ମୃତଦେହ । ମୃତକ ହେଲେ ବାବୁଲା ପାତ୍ର । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ଖଇରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

211 Views

   ସମ୍ବନ୍ଧିତ ଖବର