Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

5/09/2019 at 8:33 AM

ନୂଆପଡା ୫।୯: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନୂଆପଡା ଜିଲ୍ଲା କୋମନା ଥାନା ତରବୋଡ ବଜାର ପଡିଆରୁ ମିଳିଛି ମୃତଦେହ । ମୃତକ ହେଲେ ତରବୋଡ ଗାଁର ଜନ୍ମ ମାଝୀ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ତରବୋଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts