ରୋଜଗାର ହରାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

Published By : Prameya-News7 Bureau | September 15, 2019 IST

ଚୌଦ୍ବାର ୧୫।୯: ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ରୋଜଗାର ହରାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି । ମୃତକ ହେଲେ ଚୌଦ୍ବାର ଥାନା  ଚାରିଘରିଆ ଗାଁର ରବୀନ୍ଦ୍ର କୁମାର ରାଉତ । ସେ ବଜାରରେ ଏକ ସାଇକେଲ ମରାମତି ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ । ରାସ୍ତା ସମ୍ପ୍ରସାରଣ ପାଇଁ ତାଙ୍କ ଦୋକାନକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଭାଙ୍ଗି ଦେଇଥିଲେ । ଯେଉଁଥି ପାଇଁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.