ori homes
raja reels contest
raja reels contest
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଜୁନ୍ ୨ରୁ +୨ ଖାତାଦେଖା ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ
  • ||
  • ଉଦଳା : ସଂପର୍କରେ ଲାଗିଲା ରକ୍ତର ଛିଟା, ଭାଇକୁ ପିଟି ପିଟି ହତ୍ୟା କଲା ଭାଇ
  • ||
  • ବାରଙ୍ଗ : ନନ୍ଦନକାନନରେ ଆଫ୍ରିକୀୟ ସିଂହ ମୃତ, ବିଷାକ୍ତ ସାପ ଦଂଶନ ସନ୍ଦେହ
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ କୋଭିଡ୍ ପଜିଟିଭ୍
  • ||

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ

6/06/2018 at 6:25 AM

ଶୌଚ ହେବାକୁ ଯାଇଥିବା ବେଳେ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ବତିଘର ପଞ୍ଚାୟତ ବଡତୁବି ଗାଁର ଘଟଣା । ଆଜି ସକାଳୁ ବଡତୁବି ଗାଁର କିଣାରାମ ମଣ୍ଡଳ ସୌଚ ହେବାକୁ ବଡତୁବି ନାଳକୁ ଯାଇଥିଲେ । ଶୌଚ ହେବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଉଥିଲା । କିଣାରାମଙ୍କ ହାତକୁ କୁମ୍ଭୀର ଟାଣି ନେଉଥିଲା । ସେତିକି ବେଳେ ଦୁଇ ଜଣ ମତ୍ସ୍ୟଜୀବୀ କିଣାରାମଙ୍କୁ ଉଦ୍ଧାର କରିଥିଲେ । କିଣାରାମଙ୍କ ହାତରେ ଗଭୀର କ୍ଷତ ହୋଇଛି । ତାଙ୍କୁ ରାମନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି ।

Leave a Reply

   Related Posts