Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଘର ରଙ୍ଗ କରୁଥିବା ବେଳେ ୩୩କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ

9/12/2019 at 2:06 PM

ଭୁବନେଶ୍ବର ୯।୧: ଭୁବନେଶ୍ବର ଇନଫୋସିଟି ଥାନା ଶିଶୁ ବିହାରରେ ଅଭାବନୀୟ ଘଟଣା ଘଟିଛି । ବିଲଡିଂ ଉପରେ ରଙ୍ଗ ଦେଉଥିବାବେଳେ କରେଣ୍ଟ ଲାଗି ଜଳିଗଲେ ଯୁବକ ।

ସୂଚନାଯୋଗ୍ୟ ଯେ, ଇନଫୋସିଟି ଥାନା ଅନ୍ତର୍ଗତ ଶିଶୁ ବିହାରରେ ପ୍ଲଟ୍ ନମ୍ବର ୨୦ରେ ରହୁଥିବା ରମେଶ ଚନ୍ଦ୍ର କୁଣ୍ଡୁଙ୍କ ଘରେ ଯୁବକ ରଙ୍ଗ ଦେଉଥିଲେ । ରଙ୍ଗ ଦେଉଥିବା ବେଳେ ୩୩ କେ.ଭି. ବିଦ୍ୟୁତ୍  ତାର ସଂସ୍ପର୍ଶରେ ଆସି ଜଳିଯାଇଛନ୍ତି ଯୁବକ । ମୃତ ଯୁବକ ହେଉଛନ୍ତି ଶିଖରଚଣ୍ଡି ଅଞ୍ଚଳର ଲାଲ । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।

   Related Posts